Skip to main content

Posts

Showing posts from March 2, 2026

ପୁଣି କୋଇଡାରେ ଦେଢ଼ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ

        ପୁଣି କୋଇଡାରେ ଦେଢ଼ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ               ବଣେଇ,2|3(ଭାଗ୍ୟ ପ୍ରଣେତା)-ଅଫିମ ଚାଷ ନଷ୍ଟ କରିଛି କେବଲାଙ୍ଗ ପୁଲିସ୍ ଓ ଅବକାରୀ ବିଭାଗ। ଏକ ଏକରରୁ ଊର୍ଦ୍ଧ୍ଵ କ୍ଷେତରେ ଦେଢ଼ କୋଟିରୁ ଅଧିକ ଟଙ୍କାରେ ବେଆଇନ ଅଫିମ ଚାଷ ହେଉଥିବା ବେଳେ ତାହାକୁ ଆଜି ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି|ପୁଣି କୋଇଡା ଅଞ୍ଚଳରେ ସାମ୍ନାକୁ ଆସିଲା ଅଫିମ ଚାଷ । କେବଲାଙ୍ଗ ଥାନା ନୂଆ ତନ୍ତରା ଗାଁରେ ଦୀର୍ଘ ୪ ମାସ ହେଲା ଚାଲିଥିଲା ବେଆଇନ ଅଫିମ ଚାଷ । ଯାହାକୁ ଆଜି ନଷ୍ଟ କରିଛି କେବଲାଙ୍ଗ ପୁଲିସ୍ ଓ ଅବକାରୀ ବିଭାଗ। ଏକ ଏକରରୁ ଊର୍ଦ୍ଧ୍ଵ କ୍ଷେତରେ ଦେଢ଼ କୋଟିରୁ ଅଧିକ ଟଙ୍କାରେ ବେଆଇନ ଅଫିମ ଚାଷ ହେଉଥିବା ବେଳେ ତାହାକୁ ଆଜି ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି|ଘଟଣା ସ୍ଥଳରେ କୋଇଡା ତହସିଲଦାର ନିର୍ମଳ ବିଶ୍ୱାଳ, କେ ବଲାଙ୍ଗ ଥାନା ଅଧିକାରୀ ଅଶୋକ କୁମାର ବେହେରା, ଓ କୋଇଡା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସମେତ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ହେମନ୍ତ ମହାନନ୍ଦିଆ, ପୁଷ୍ପଲତା ଗୋସ୍ଵାମୀ ଉପସ୍ଥିତ ରହିଥିଲେ। ଘଟଣାରେ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ଗୋଟିଏ ମାସ ମଧ୍ୟରେ କେବଳ କୋଇଡା ଅଞ୍ଚଳର ତିନୋଟି ସ୍ଥାନରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି। ବଣାଇଁ ଉପଖଣ୍ଡରେ ଥିବା ...

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ବୋମା ନିଷ୍କ୍ରିୟ ଟିମ୍ ଓ ଡଗ୍ ସ୍କ୍ବାଡ୍‌ର ଛାନ୍‌ଭିନ୍

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ବୋମା ନିଷ୍କ୍ରିୟ ଟିମ୍ ଓ ଡଗ୍ ସ୍କ୍ବାଡ୍‌ର ଛାନ୍‌ଭିନ୍                                                                                                                                                         ସମ୍ବଲପୁର ୦୨/୦୩(ଭାଗ୍ୟ ପ୍ରଣେତା)- ସମ୍ବଲପୁର କୋର୍ଟକୁ ବୋମା ଉଡ଼ାଇଦେବାକୁ ଆସିଲା ଧମକ। ଆତ୍ମଘାତି ବୋମା ବିସ୍ଫୋରଣ ନେଇ କୋର୍ଟ ପରିସରରେ ଖେଳିଗଲା ଆତଙ୍କ। କୋର୍ଟ କର୍ମଚାରୀ ଓ ଓକିଲମାନେ ବାହାରକୁ ଚାଲି ଆସିଥିଲେ ।ଏନେଇ ସ୍ଥାନୀୟ ପୁଲିସ ଖବର ପହଞ୍ଚିବା ଆରମ୍ଭ ହୋଇଥିଲା ତନାଘନା। ପୁରା କୋର୍ଟ ପରିସରେ ସୁରକ୍ଷାବାହିନୀ ଏବଂ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୋମା ନିଷ୍କ୍ରିୟ ଟିମ୍, ଡଗ୍ ସ୍କ୍ବାଡ୍‌ର ତନତନ ଯାଞ୍ଚ ଚଳାଇଛନ୍...