Skip to main content

Posts

Showing posts from April 26, 2026
 ଆପ୍‌କୁ ରାଘବ ଝଟକା: ଭାଜପା ଗଲେ ୭ ଏମ୍‌ପି                        ଭାଗ୍ୟ ପ୍ରଣେତା, 25|8 (ଆପ୍) ସହ ଦୀର୍ଘବର୍ଷ ରହିଆସିଥିବା ରାଘବ  ଚଢ଼ା ଅନ୍ୟ ୬ ଜଣ ରାଜ୍ୟ ସଭା ସଦସ୍ୟଙ୍କୁ ନେଇ ଶୁକ୍ରବାର ଭାଜପା ଯୋଗଦେବା ଖବର ଦେଶବ୍ୟାପୀ ରାଜନୈତିକ ଚର୍ଚ୍ଚା ସୃଷ୍ଟି ସୃଷ୍ଟି କରିଛି ନିକଟରେ ଆପ୍ ରାଘବଙ୍କୁ ରାଜ୍ୟ ସଭାରେ ଦଳର ଉପନେତା ପଦରୁ ବିଦ ବିଦା କରିଥିଲା । ତାଙ୍କ ସ୍ଥାନରେ ଅଶୋକ ମିଶ୍ର ମିତ୍ତଲଙ୍କୁ ଅବସ୍ଥାପିତ କରିଥିଲା । ଏବ ଏକ ବଡ଼ ରାଜନୈତି ନୈତିକ ଘଟଣାକ୍ରମରେ ସେହି ମିତ୍ତଲ ଓ ଅନ୍ୟ ୫ ଜଣଙ୍କୁ ରା ରାଘବ ଦଳରୁ ଅଲଗା କରି ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ଯକ୍ଷ ନୀତି ନୀତିନ ନବୀ ବୀନଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେଇଛନ୍ତି| ଆପ୍‌ର ୧୦ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଦଳ ଛାଡ଼ିଥିବାରୁ ସେମାନଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହେବ ନାହିଁ ଏହା ଦ୍ବାରା ଆପ୍‌କୁ କ୍ଷତି ପହଞ୍ଚିଥ‌ିବା ବେଳେ ଭାଜପା ଲାଭାନ୍ବିତ ହୋଇଛି ରାଜ୍ୟ ସଭାରେ ପୂର୍ବରୁ ଭାଜପାର ୧୦୬ ସଦସ୍ୟ ଥିବାବେଳେ ଏବେ ଶକ୍ତି ବୃଦ୍ଧି ପାଇ୧୧୩ରେ ପହଞ୍ଚୁଛି ଏହାସହିତ ଉଚ୍ଚ ସଦନରେ ଏନ୍‌ଡିଏର ସଂଖ୍ୟା ୧୪୫ ହୋଇଛି, ଯାହାକି ଦୁଇ ତୃତୀୟାଂଶ ସଂଖ୍ୟା (୧୬୩)ଠାରୁ ୧୮ କମ୍। ଫଳରେ ଆଗକୁ ରାଜ୍ୟ ସଭାରେ ବିଧେୟକ ଗୃହୀତ କରାଇବାରେ ଏହା ଭାଜପା ପରିଚାଳିତ ଏନ୍‌ଡିଏକୁ ସୁ...