ଆପ୍କୁ ରାଘବ ଝଟକା: ଭାଜପା ଗଲେ ୭ ଏମ୍ପି ଭାଗ୍ୟ ପ୍ରଣେତା, 25|8 (ଆପ୍) ସହ ଦୀର୍ଘବର୍ଷ ରହିଆସିଥିବା ରାଘବ ଚଢ଼ା ଅନ୍ୟ ୬ ଜଣ ରାଜ୍ୟ ସଭା ସଦସ୍ୟଙ୍କୁ ନେଇ ଶୁକ୍ରବାର ଭାଜପା ଯୋଗଦେବା ଖବର ଦେଶବ୍ୟାପୀ ରାଜନୈତିକ ଚର୍ଚ୍ଚା ସୃଷ୍ଟି ସୃଷ୍ଟି କରିଛି ନିକଟରେ ଆପ୍ ରାଘବଙ୍କୁ ରାଜ୍ୟ ସଭାରେ ଦଳର ଉପନେତା ପଦରୁ ବିଦ ବିଦା କରିଥିଲା । ତାଙ୍କ ସ୍ଥାନରେ ଅଶୋକ ମିଶ୍ର ମିତ୍ତଲଙ୍କୁ ଅବସ୍ଥାପିତ କରିଥିଲା । ଏବ ଏକ ବଡ଼ ରାଜନୈତି ନୈତିକ ଘଟଣାକ୍ରମରେ ସେହି ମିତ୍ତଲ ଓ ଅନ୍ୟ ୫ ଜଣଙ୍କୁ ରା ରାଘବ ଦଳରୁ ଅଲଗା କରି ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ଯକ୍ଷ ନୀତି ନୀତିନ ନବୀ ବୀନଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେଇଛନ୍ତି| ଆପ୍ର ୧୦ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୭ ଜଣ ଦଳ ଛାଡ଼ିଥିବାରୁ ସେମାନଙ୍କ ବିରୋଧରେ ଦଳ ବିରୋଧୀ ଆଇନ ଲାଗୁ ହେବ ନାହିଁ ଏହା ଦ୍ବାରା ଆପ୍କୁ କ୍ଷତି ପହଞ୍ଚିଥିବା ବେଳେ ଭାଜପା ଲାଭାନ୍ବିତ ହୋଇଛି ରାଜ୍ୟ ସଭାରେ ପୂର୍ବରୁ ଭାଜପାର ୧୦୬ ସଦସ୍ୟ ଥିବାବେଳେ ଏବେ ଶକ୍ତି ବୃଦ୍ଧି ପାଇ୧୧୩ରେ ପହଞ୍ଚୁଛି ଏହାସହିତ ଉଚ୍ଚ ସଦନରେ ଏନ୍ଡିଏର ସଂଖ୍ୟା ୧୪୫ ହୋଇଛି, ଯାହାକି ଦୁଇ ତୃତୀୟାଂଶ ସଂଖ୍ୟା (୧୬୩)ଠାରୁ ୧୮ କମ୍। ଫଳରେ ଆଗକୁ ରାଜ୍ୟ ସଭାରେ ବିଧେୟକ ଗୃହୀତ କରାଇବାରେ ଏହା ଭାଜପା ପରିଚାଳିତ ଏନ୍ଡିଏକୁ ସୁହାଇବ ବୋଲି କୁହାଯାଉଛି ଭାଜପା ପୁରସ୍କାର ଦେବାକୁ ଯାଇ ରାଘବଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବ ବୋଲି ଆଲୋଚନା ହେଲାଣି ରାଘବ ଚଢ଼ା ନୂଆଦିଲ୍ଲୀ, ୨୪୪ ରାଘବ ଚଢ଼ା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲଙ୍କ ସମେତ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ୭ଜଣ ରାଜ୍ୟ ସଭା ସଦସ୍ୟ ଶୁକ୍ରବାର ଦଳ ଛାଡ଼ିବାର କିଛି ସମୟ ପରେ ଭାଜପାରେ ଯୋଗଦେଇଛନ୍ତି। ଫଳରେ ଆପ୍ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଧକ୍କା ଲାଗିଛି ଆପ୍ ଛାଡ଼ିଥିବା ଅନ୍ୟ ଏମ୍ପିମାନେ ହେଲେ ସ୍ବାତୀ ମାଲିୱାଲ, ହରଭଜନ ସିଂ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହନି I ଭାଜପାରେ ଯୋଗଦେବା ପରେ ଚଢ଼ାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ଆପ୍ର ରାଜ୍ୟ ସଭାରେ ଥୁବା ୧୦ ସଦସ୍ୟଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଦଳ ଛାଡ଼ିଥିବାରୁ ସେମାନଙ୍କ ପାଇଁ ଦଳବଦଳ ଆଇନ ଲାଗୁ ହେବନାହିଁ। ଏକ ଖବରଦାତା ସମ୍ମିଳନୀରେ ଚଢ଼ା କହିଛନ୍ତି, ଆପ୍ ଦୁର୍ନୀତି ବିରୋଧରେ ଲଢ଼େଇ କରିବାର ପ୍ରତିଶ୍ରୁତି ଦେଇ ଦିଲ୍ଲୀରେ କ୍ଷମତାକୁ ଆସିଥିଲା। ଏବେ ଏହି ଦଳ ସଚ୍ଚୋଟ ରାଜନୀତିରୁ ଦୂରେଇ ଯାଇଛି। ଯେଉଁ ଉ ଆପ୍କୁ ମୁଁ ମୋର ଦେଇ ବଢ଼ାଇଥୁଲି ଓ ଯୌବନର ୧୫ ବର୍ଷ ଦେଇଥୁଲି, ବେ ତାହା ନୀତି, ମୂଲ୍ୟବୋଧ ও ଆଦର୍ଶଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିବା ଚଢ଼ା କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଆପ୍ ଚଢ଼ାଙ୍କୁ ରାଜ୍ୟ ସଭାରେ ଦଳର ଉପନେତା ପଦରୁ ବିଦାକରି ତାଙ୍କ ସ୍ଥାନରେ ମିତ୍ତଲଙ୍କୁ ଉପନେତା ନିଯୁକ୍ତ କରିଥିଲା। ଶେଷକୁ ସେ ଭାଜପାକୁ ଯିବା ଆପ୍କୁ ଅଧିକ କ୍ଷତି ପହଞ୍ଚାଇଛି ବୋଲି କୁହାଯାଇଛି।
A demand has been made by the Rourkela Engineers Association to develop Rourkela into “Greater Rourkela”
A demand has been made by the Rourkela Engineers Association to develop Rourkela into “Greater Rourkela” Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...

Comments
Post a Comment