Skip to main content

Posts

Showing posts from February 24, 2026

Privacy policy

A Privacy Policy – ଭାଗ୍ୟ ପ୍ରଣେତା Effective Date: [24,2,26] ଭାଗ୍ୟ ପ୍ରଣେତା(https://bhagyapraneta123.com) ଆମ ପାଠକମାନଙ୍କର ଗୋପନୀୟତାକୁ ଗୁରୁତ୍ବ ଦିଏ। ଏହି Privacy Policy ମାଧ୍ୟମରେ ଆମେ ବ୍ୟାଖ୍ୟା କରୁଛୁ କିପରି ଆମେ ତଥ୍ୟ ସଂଗ୍ରହ, ବ୍ୟବହାର ଓ ସୁରକ୍ଷା କରୁଛୁ। ଆମେ କେମିତି ତଥ୍ୟ ସଂଗ୍ରହ କରୁଛୁ ଆମେ ନିମ୍ନଲିଖୂତ ତଥ୍ୟ ସଂଗ୍ରହ କରିପାରୁ: ନାମ (ଯଦି ଆପଣ ସ୍ବଇଚ୍ଛାରେ ଦିଅନ୍ତି) ଇମେଲ୍ ଠିକଣା:-ଝାରସୁଗୁଡା, ବେହେରାମାଲ

Contact us

Contact Us – ଭାଗ୍ୟ ପ୍ରଣେତା ଭାଗ୍ୟ ପ୍ରଣେତା ଭାଗ୍ୟ ପ୍ରଣେତା ସହିତ ଯୋଗାଯୋଗ କରିବାକୁ ଆମେ ସଦା ସ୍ବାଗତ କରୁଛୁ। ଯଦି ଆପଣଙ୍କ ପାଖରେ କୌଣସି ସମ୍ବାଦ ସୂଚନା, ଅଭିଯୋଗ, ପ୍ରସ୍ତାବ କିମ୍ବା ବିଜ୍ଞାପନ ସମ୍ପର୍କିତ ପ୍ରଶ୍ନ ଅଛି, ତେବେ ନିମ୍ନୋକ୍ତ ମାଧ୍ଯମରେ ଯୋଗାଯୋଗ କରନ୍ତୁ। DE ଇମେଲ୍ Email: sp5753197@gmail.com ମୋବାଇଲ୍ Mobile: +91-7848823130

About us

About Us - ଭାଗ୍ୟ ପ୍ରଣେତା ଭାଗ୍ୟ ପ୍ରଣେତା ଏକ ବିଶ୍ବସନୀୟ ଓ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ୍ ନ୍ୟୁଜ୍ ପୋର୍ଟାଲ୍, ଯାହାର ଲକ୍ଷ୍ୟ ହେଉଛି ସତ୍ୟ, ସଠିକ୍ ଓ ତାଜା ଖବରକୁ ପାଠକମାନଙ୍କ ପାଖକୁ ପହଞ୍ଚାଇବା। ଆମେ ସମାଜର ପ୍ରତ୍ୟେକ ମଞ୍ଚର ଖବର – ସ୍ଥାନୀୟ, ରାଜ୍ୟ, ଜାତୀୟ, ରାଜନୀତି, ଅପରାଧ, ଶିକ୍ଷା, କ୍ରୀଡା ଓ ବ୍ୟବସାୟ ସତ୍ୟତା ଓ ଦାୟିତ୍ବବୋଧ ସହ ପ୍ରସ୍ତୁତ କରୁଛୁ। © ଆମର ଲକ୍ଷ୍ୟ ସଠିକ୍ ଓ ପ୍ରମାଣିତ ସମ୍ବାଦ ପ୍ରଦାନ ଭୁଲ୍ ସମ୍ବାଦକୁ ପ୍ରତିରୋଧ ସମାଜର ସମସ୍ତ ଶ୍ରେଣୀର କଥାକୁ ଆଗକୁ ଆଣିବା ସ୍ଥାନୀୟ ସମସ୍ୟା ଓ ଘଟଣାକୁ ପ୍ରାଥମିକତା ଆମେ କଣ ପ୍ରକାଶ କରୁଛୁ? ସ୍ଥାନୀୟ ସମ୍ବାଦ ଓଡ଼ିଶା ଖବର ଜାତୀୟ ଓ ଆନ୍ତର୍ଜାତୀୟ ସମ୍ବାଦ ଅପରାଧ ସମ୍ବାଦ ରାଜନୀତି କ୍ରୀଡା ଶିକ୍ଷା ଓ ଚାକିରି ସୂଚନା ଆମର ପ୍ରତିବଦ୍ଧତା ଭାଗ୍ୟ ପ୍ରଣେତା ସଦା ନିର୍ପକ୍ଷ ଓ ଦାୟିତୃଶୀଳ ପତ୍ରକାରିତାରେ ବିଶ୍ବାସ କରେ। ଆମେ ସମାଜ ଉନ୍ନତି ପାଇଁ ସତ୍ୟ ଓ ସଚେତନତାକୁ ପ୍ରସାର କରିବାରେ ପ୍ରତିବଦ୍ଧ । ଯଦି ଆପଣଙ୍କ ପାଖରେ କୌଣସି ସମ୍ବାଦ, ସୂଚନା କିମ୍ବା ପରାମର୍ଶ ଅଛି, ତେବେ ଆମର Contact Us ପୃଷ୍ଠା ମାଧ୍ୟମରେ ଯୋଗାଯୋଗ କରନ୍ତୁ ଧନ୍ୟବାଦ Team ଭାଗ୍ୟ ପ୍ରଣେତା

ନିମାପଡା ସବ୍‌-ଜେଲରେ ମହିଳା କଏଦୀଙ୍କ ମୃତ୍ୟୁ

           ନିମାପଡା ସବ୍‌-ଜେଲରେ ମହିଳା କଏଦୀଙ୍କ ମୃତ୍ୟୁ                                                                                                              ନିମାପଡ଼ା,24|2(ଭାଗ୍ୟ ପ୍ରଣେତା)- ନିମାପଡ଼ା ସବ -ଜେଲରେ ଜଣେ ମହିଳା କଏଦୀ ମଧୁସ୍ମିତା ବରାଳଙ୍କୁ ମୃତ ଅବସ୍ଥାରେ ମିଳିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣା ୨୩ ଫେବୃଆରୀ ୨୦୨୬ ତାରିଖରେ ଘଟିଥିବା ସୂଚନା ମିଳିଛି। ଘଟଣାର ପୃଷ୍ଠଭୂମିରେ ମଧୁସ୍ମିତା ବାରାଳ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳର ବାସିନ୍ଦା ଥିଲେ। ସେ ୬ ଡିସେମ୍ବର ୨୦୨୫ ଠାରୁ ନିମାପଡା ସବ୍‌-ଜେଲରେ ଅଟକ ଥିଲେ। ନିଜ ଅପ୍ରାପ୍ତ ବୟସ୍କ କନ୍ୟାଙ୍କ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିବାବେଳେ ମାମଲାଟି ଆଦାଲତରେ ବିଚାରାଧୀନ ଥିଲା।ତେବେ ଜେଲ କର୍ତ୍ତୃପକ୍ଷଙ୍କ ଅନୁସାରେ ଜେଲ ଭିତରେ  ଘଟଣା ଦିନ ସେ ସାଧାରଣ ଭାବେ ଭୋଜନ କରିଥିଲେ।ଅନ୍ୟାନ୍ୟ କାଏଦୀଙ୍କ ସହିତ ସେ...

ଲଘୁଚାପ ପ୍ରଭାବ, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୮ ଜିଲ୍ଲାକୁ ସତକର୍ତା ଜାରି

ଲଘୁଚାପ ପ୍ରଭାବ, ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୮ ଜିଲ୍ଲାକୁ ସତକର୍ତା ଜାରି                                                                                  ଭୁବନେଶ୍ୱର, 24|2(ଭାଗ୍ୟ ପ୍ରଣେତା)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷ ସହ ଝଡତୋଫାନ ହୋଇଛି । ଦୁଇ ଦିନ ପାଇଁ ବଜ୍ରପାତ ଓ ଝଡ଼ତୋଫାନ ନେଇ ୧୮ ଜିଲ୍ଲାକୁ ସତକର୍ତା ଜାରି ହୋଇଛି । ନେଇ ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୮ ଜିଲ୍ଲାକୁ ୟେଲୋ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।ଏହାର ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝ...

ମନ୍ତ୍ରୀ ଓ ସାଂସଦ ଥାଇ ମଧ୍ୟ ଅବହେଳିତ ଏନ ଏଚ -୪୯, ବାରମ୍ବାର ଦାବି ସତ୍ୱେ ହେଉନି କାର୍ଯ୍ୟ, ଜନସାଧାରଣ ରେ ତୀବ୍ର ଅସନ୍ତୋଷ,ଆସନ୍ତା ପଞ୍ଚାୟତ ଓ ସାଧାରଣ ନିର୍ବାଚନ ରେ ପ୍ରଭାବ ଆଶଙ୍କା,

 ମନ୍ତ୍ରୀ ଓ ସାଂସଦ ଥାଇ ମଧ୍ୟ ଅବହେଳିତ ଏନ ଏଚ -୪୯,                 ବାରମ୍ବାର ଦାବି ସତ୍ୱେ  ହେଉନି କାର୍ଯ୍ୟ,                           ଜନସାଧାରଣ ରେ ତୀବ୍ର ଅସନ୍ତୋଷ,                                    ଆସନ୍ତା ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ପ୍ରଭାବ ଆଶଙ୍କା,                                                                                                          ଝାରସୁଗୁଡା,୨୪/୧, ଜାତୀୟ ରାଜପଥ ୪୯ I ଏଜି ରାଜପଥ ର ନା ଧରିଲେ ସାଧାରଣ ଜନତାଙ୍କ ମନରେ ଶିହରଣ ଖେଳିଯାଏ I କାହିଁକି ନା ଏହି ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ସାଧାରଣ ଜନତାଙ୍କ ମୃତ୍ୟୁ ହେଉଥିବା ଶୁଣାଯାଉଛି ...

NH-49 Neglect Sparks Public Outrage: Rising Accidents, Political Inaction May Impact Upcoming Panchayat

NH-49 Neglect Sparks Public Outrage: Rising Accidents, Political Inaction May Impact Upcoming Panchayat election                                                                                                                                  Jharsuguda, 24|2(The future guider)-NH-49 neglected despite ministers and MPs, work not done despite repeated demands, intense discontent among the public, fear of impact on the upcoming panchayat and general elections, , 24/1, National Highway 49. The unsightly condition of the AG Highway is a source of concern for the general public. Why is it that accidents occur on this highway every day and the general public dies? There is a...

झारसुगुड़ा जातीय राजमार्ग-49 की बदहाली पर जनता में तीव्र असंतोष, जनप्रतिनिधियों पर उठे सवाल

 झारसुगुड़ा जातीय राजमार्ग-49 की बदहाली पर जनता में तीव्र असंतोष, जनप्रतिनिधियों पर उठे सवाल                                                                                                                    झारसुगुड़ा (भाग्य प्रणेता):-ओड़िशा प्रदेश की झारसुगुड़ा जातीय राजमार्ग-49 (NH-49) की दयनीय स्थिति को लेकर झारसुगुड़ा जिले में व्यापक असंतोष देखा जा रहा है। सड़क की खस्ताहाल हालत के कारण आए दिन हो रही दुर्घटनाओं से आमजन में भय और आक्रोश का माहौल है। हाल ही में 22 जनवरी को हुए दर्दनाक हादसे में 5 पुलिसकर्मियों की मौत के बाद यह मुद्दा और भी गंभीर हो गया है।झारसुगुड़ा जिले तथा ब्रजराजनगर क्षेत्र में यह चर्चा जोरों पर है कि वर्तमान एवं पूर्व सांसदों तथा मंत्रियों द्वारा इस महत्वपूर्ण राष्ट्रीय राजमार्ग ...

ଦେଶରେ ଛୋଟ ବିମାନ ଓ ଚାର୍ଟାର୍ ଫ୍ଲାଇଟ୍‌ଗୁଡିକ ସହିତ ଜଡିତ ଦୁର୍ଘଟଣା ବୃଦ୍ଧି ପାଉଛି

                    ରାଉରକେଲା ବିମାନ ଦୁର୍ଘଟଣା ପରେ ପୁଣି ଝାରଖଣ୍ଡରେ ମେଡିକାଲ୍ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣା: ୭ ଜଣଙ୍କ ମୃତ୍ୟୁ 24|2(ଭାଗ୍ୟ ପ୍ରଣେତା)-ସୋମବାର ସନ୍ଧ୍ୟା (୨୩ ଫେବୃଆରୀ ୨୦୨୬) ଝାରଖଣ୍ଡର ଚତ୍ରା ଜିଲ୍ଲାରେ ଏକ ମେଡିକାଲ୍ ଏୟାର ଆମ୍ବୁଲାନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଦୁଃଖଦ ଘଟଣା ସମ୍ମୁଖୀନ ହୋଇଛି। ବିମାନଟି ରାଞ୍ଚିରୁ ନୂଆଦିଲ୍ଲୀକୁ ଯାଉଥିଲା। ଏହା ଏକ ଛୋଟ ବୀଚକ୍ରାଫ୍ଟ ସି90 ବିମାନ ଥିଲା, ଯାହାକୁ ରେଡିବିରଡ଼ ଏୟାରୱେ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ମେଡିକାଲ୍ ଇଭାକୁଏସନ୍ (ଏୟାର ଆମ୍ବୁଲାନ୍ସ) ମିଶନ୍‌ରେ ଚାଲୁ କରାଯାଇଥିଲା।  ଦୁର୍ଘଟଣା କେମିତି ଘଟିଲା?                                              ବିମାନଟି ସନ୍ଧ୍ୟା ପ୍ରାୟ ୭:୧୧ରେ ରାଞ୍ଚିର ବିର୍ସା ମୁଣ୍ଡା ଏୟାରପୋର୍ଟ ରୁ ଉଡାଣ ଭରିଥିଲା।ପ୍ରାୟ ୭:୩୪ରେ ବିମାନର ସହିତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା|କିଛି ସମୟ ପରେ ଏହା ସୀମାରିଆ ନିକଟସ୍ଥ ଜଙ୍ଗଳାଞ୍ଚଳରେ ପତନ କରିଥିଲା। ବିମାନ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟ...

ରାଜଧାନୀ ଭୁବନେଶ୍ୱର ଲିଙ୍ଗିପୁର ନିକଟସ୍ଥ ସୁପର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ

ରାଜଧାନୀ ଭୁବନେଶ୍ୱର ଲିଙ୍ଗିପୁର ନିକଟସ୍ଥ ସୁପର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ                                                                              ଭୁବନେଶ୍ୱର:24|2 ରାଜଧାନୀ ଭୁବନେଶ୍ୱରର ଲିଙ୍ଗିପୁର ଅଞ୍ଚଳ ନିକଟସ୍ଥ ଏକ ସୁପର ମାର୍କେଟରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଗୁନ ଆକାଶଛୁଆଁ ଶିଖା ସହିତ ଦୃଶ୍ୟମାନ ହୋଇଥିଲା। ଖବର ଅନୁଯାୟୀ, ରାତି ପ୍ରାୟ ୧୦:୩୦ ବେଳେ ଲାଗିଥିବା ଏହି ଆଗୁନ ବଜାରର ବିଶାଳ ଅଂଶକୁ ଆବର୍ତ୍ତ କରିଦେଇଛି। ଶେଷ ଖବର ମିଳିବା ପର୍ଯ୍ୟନ୍ତ ଆଠଟି ଫାୟାର ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ଆଗୁନ ନିୟନ୍ତ୍ରଣ ପାଇଁ ଅଭିଯାନ ଚାଲାଇଛନ୍ତି। ୨୦୦ ଫୁଟ୍ ଉଚ୍ଚତାକୁ ପହଞ୍ଚିପାରୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମର ସହଯୋଗ ନିଆଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ବିଶେଷ ଷ୍ଟ୍ରାଇକିଂ ଫୋର୍ସକୁ ମୋତାୟେନ କରାଯାଇଛି ଏବଂ ନୂତନ ରଣନୀତି ଅନୁସରଣ କରି ଆଗୁନକୁ ନିୟନ୍ତ୍ରଣ କରିବାର ଚେଷ୍ଟା ଚାଲିଛି। ଏହି ସମୟରେ ଭବନର ଦିୱାରରେ ବଡ଼ ଫାଟ୍ ଦେଖାଦେଇଛି ଓ ଅଧିକ କ୍ଷତି ରୋକିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ସେଥିରୁ ଭିତରକୁ ପ୍ରବେଶ କରିବା...

ବନ୍ଧୁକ ଦେଖାଇ କାର୍‌ରୁ ନବବଧୂଙ୍କୁ ଅପହରଣ

                                  ବନ୍ଧୁକ ଦେଖାଇ କାର୍‌ରୁ ନବବଧୂଙ୍କୁ ଅପହରଣ              ସୋନପୁର, ୨୨/୨ (ଭାଗ୍ୟ ପ୍ରଣେତା) ବାହା ବେଦୀରେ ହାତଗଣ୍ଠି ପଡ଼ି ସାରିଥିଲା। ବିବାହ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଶୁଭ ବେଳା ଦେଖୁ ଏକ ସୁସଜ୍ଜିତ କାର୍‌ରେ ନବବଧୂଙ୍କୁ ଧରି ଘରକୁ ଫେରୁଥିଲେ ବରପକ୍ଷର ଲୋକେ। ହେଲେ ଅଧାବାଟରେ ଘଟିଲା ଅଘଟଣ। ନବଦମ୍ପତି ବାହାଘର ପରେ କନ୍ୟାଙ୍କୁ ଧରି ଘର ଘରକୁ ଫେରୁଥିଲେ | ମାତ୍ର ଏହାପରେ ଫିଲ୍ମ ଷ୍ଟାଇଲ୍‌ରେ ବନ୍ଧୁକ ଓ ମାରଣାସ୍ତ୍ରର ଭୟ ଦେଖାଇ ଜଣେ ଯୁବକ ତାଙ୍କ ସ‌ହଯୋଗୀଙ୍କ ସହାୟତାରେ କାର୍‌ରୁ ନବବଧୂଙ୍କୁ ଅପହରଣ କରି ଚମ୍ପଟ ମାରିବା ଘଟଣା ଚାଞ୍ଚଲ୍ଯ ଖେଳାଇ ଦେଇଛି। ଶନିବାର ରାତି ପ୍ରାୟ ୩ଟାରେ ସୁବର୍ଣ୍ଣପୁର ଜିଲାର ତରଭା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏ ସଂକ୍ରାନ୍ତରେ ତରଭା ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସର ସ୍ବତନ୍ତ୍ର ଟିମ୍ ଅନୁସନ୍ଧାନ ଜାରି ରଖୁଛି ॥ ଖବର ଲେଖା ହେବା ପର୍ଯ୍ୟନ୍ତ ନବବଧୂ ଅପହରଣକାରୀ କାହା ପତ୍ତା ମିଳିନାହିଁ। ସୂଚନା କ୍ରମେ ବେଦୀରେ ହାତଗଣ୍ଠି ପଡ଼ି ସାରିଥିଲା। ବିବାହ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଶୁଭ ବେଳା ଦେଖୁ ଏକ ସୁସଜ୍ଜିତ କାର୍‌ରେ ନବବଧୂଙ୍କୁ ଧରି ଘରକ...