ମ୍ୟୁନସିପାଲ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ରାଉରକେଲା,୧|୩(ଭାଗ୍ୟ ପ୍ରଣେତା)ରାଉରକେଲା ଉଦିତନଗର ସ୍ଥିତ ମ୍ୟୁନସିପାଲ ମହାବିଦ୍ୟାଳୟ ସଭାଗୃହ ଠାରେ ରବିବାର ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ରାଜିନିତୀ ବିଜ୍ଞାନ ବିଭାଗର ପ୍ରଧାପିକା ବିଜୟଲକ୍ଷ୍ମୀ ଦେଓ କଲେଜରୁ ଅବସର ନେଉଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କଲେଜ ତରଫରୁ ପ୍ରଦାନ କରା ଯାଇଥିଲା। ସଭାକାର୍ଯ୍ୟରେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ହୁରିହର ଦାଶଙ୍କ ସଭାପତିତ୍ବ କରି ଦେଓଙ୍କ ମହାବିଦ୍ୟାଳୟ ପ୍ରତି ରହିଥିବା ଅତୁଳନୀୟ ଅବଦାନର ସୂତୀଚାରଣ କରିବା ସହିତ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କର ପାଇଁ ଏ ଦିନ ସର୍ବତା ସ୍ମରଣୀୟ ରହିବ ବୋଲି କହିଥିଲେ।।ପରେ ଅଧାପିକା ରୋମା ସାହୁ,ଅର୍ପତା ମହାପାତ୍ର,ଅଧାପକ ବିଜୟ କୁମାର ...