ସୁଶୀଳାବତୀ ସରକାରୀ ମହିଲା ମହାବିଦ୍ୟାଳୟର ଆମ୍ଭସୁରକ୍ଷା ଶିବିର ଉଦଯାପିତ ରାଉରକେଲା,୧୩(ଭାଗ୍ୟ ପ୍ରଣେତା)-ରାଉରକେଲ। ସେକ୍ଟର-୨ ସ୍ଥିତ ସୁଶିଳାବତୀ ସରକାରୀ ମହିଲା ମହାବିଦ୍ୟାଳୟରେ ଗତ ୧୯ତାରିଖରୁ ଚାଲିଥିବା ମହିଲା ଆମ୍ଭସୁରକ୍ଷା ପ୍ରଶିକ୍ଷଣ ଶିବିର ରବିବାର ଉଦଯାପିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିକା ଜୟା ସିଂ, ନିଜି କୁଣ୍ଠାହ୍ନା, ଦୁଲାରୀ ସୁଣ୍ଡାରୀ ଏବଂ ରିତିକା ମହତୋ ପ୍ରମୁଖାତି ସ୍ଥାନୀୟ ମହାବିଦ୍ୟାଳୟ ଛାତ୍ରୀମାନଙ୍କୁ ଆସୁରକ୍ଷା ସୁରକ୍ଷା କୌଶଳାଦିର ବିସ୍ତୃତ ପ୍ରଶିକ୍ଷଣ ଓ ତାଳିମ ଦେଇଥିଲେ।।ମହାବିଦ୍ୟାଳୟର ସେଲଫ ଡିଫେନ୍ସ କ୍ଲବର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ରୋଜି ମଲ୍ଲିକ ଏବଂ ବବିତା ଟୁତୁଙ୍ଗ ପ୍ରତ୍ୟକ୍ଷ ତତ୍ଵବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ଶିବିରର ଉଦଯାପନୀ ଶିବିରରେ ମହାବିଦ୍ୟାଳୟର ଅଧକ୍ଷା ପ୍ରଫେସର ଇପସିବା ଏକ୍କା ସୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆସୁସୁରକ୍ଷା ନେଇ ସଂମ୍ପୁର୍ଣ ଶସକ୍ଟ ହେବାକୁ ପରାମର୍ଶ ଦେଇଥିଲେ। ପରେ ମହାବିଦ୍ୟାଳୟର ପ୍ରଶାସନିକ ବିଭାଗର ମୁଖ୍ୟ ଡକ୍ଟର ମାନସ କୁମାର ବେହେରା,ଶିକ୍ଷା ବିଭାଗର ମୁଖ୍ୟ ପ୍ରକାଶ ସୁରୀନ କୃତୀ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ତେବେ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଛାତ୍ରୀମାନେ ବିସ୍ତୃତ ଆସୁରକ୍ଷା କୌଶଳ ତାଳିମ ଲାଭ କରି ଆତ୍ମସନ୍ତୁଷ୍ଟ ଲଭିଥିବା ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଥିଲେ।

Comments
Post a Comment