- ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯାଜ୍ଞସେନୀ ପକ୍ଷରୁ ମେଗା ସାସ୍ଥ୍ୟ ଶିବିର ଆୟୋଜିତ ରାଉରକେଲା,୨୨/୨(ଭାଗ୍ୟ ପ୍ରଣେତା)ରାଉରକେଲା ସେକ୍ଟର-୭ ସ୍ଥିତ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯାଜ୍ଞସେନୀ ଦ୍ୱାରା ଦ୍ଵିତୀୟ ଥର ମେଗା ସାସ୍ଥ୍ୟ ଶିବିର ରବିବାର ସେକ୍ଟର-୭ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସହରର ଅସହାୟ ଏବଂ ଗରିବ ବର୍ଗର ଲୋକ ମାନଙ୍କର ମାଗଣାରେ ସାସ୍ଥ୍ୟ ପରୀକ୍ଷା ହେବା ସହ ହୃଦରୋଗ ଜନିତ .ମେରୁଦଣ୍ଡ ଜନିତ,ହାତ ଜନିତ ଓ ତାନ୍ତ ଜନିତ ବିଭିନ୍ନ ପରୀକ୍ଷା କରାଯିବା ସହ ରୋଗୀମାନଙ୍କୁ ମାଗଣାରେ ଔଷଧ ପତ୍ର ପ୍ରଦାନ କରା ଯାଇଥିଲା।ଶିବିର ଅନୁଷ୍ଠାନର ବିଜୟ ଲକ୍ଷ୍ମୀ ପଟ୍ଟନାୟକଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିବା ବେଲେ,ଅନୁଷ୍ଠାନ ସାଧାରଣ ସମ୍ପାଦିକା ନୀନାରାଣୀ ଜେନାଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଆୟୋଜିତ ହୋଇଥିଲା । ଶିବିରରେ ଉଦଘାଟକ ଭାବେ ପଶ୍ଚି ମାଂଚଳ ତିଆଇଜି ବିଜେଶ କୁମାର ରାୟ ଯୋଗଦାନ କରି ଶିବିରର ଉଦଘାଟନ କରିଥିବା ବେଲ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗଦେଇଅନୁଷ୍ଠାନର ସମାଜ ପ୍ରତି ଥିବା ଦାୟିତ୍ବ ବୋଧତାର ଭୁୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥ ଭାବେ ଆରଏସପି ଏଚଆର ଏଣ୍ଡ ଏଲ ଏଣ୍ଡ ତି ବିଭାଗର ସିଜିଏମ ପ୍ରମୋଦ କୁମାର ସାହୁ, ଉଦ୍ୟାନ ବିଭାଗ ସିଜିଏମ ବିଜୟ କୁମାର ଯୋଜୋ ଲାୟନ୍ସ କ୍ଲବ ସଭାପତି ଏଲ.ଏନ ଦେବଦତ ମିଶ୍ର,କେଟିଏଚ ହସ୍ପିଟାଳର ପ୍ରତିଷ୍ଠାତା ତଥା ଅର୍ଥପେତିକ ବିଭାଗର ଡକ୍ଟର ଡକ୍ଟର ୟୁସି ଜେନା ପ୍ରମୁଖ ଯୋଗ ଦେଇଥିଲେ।।ଶିବିରରେ ଆପଲେ। ହସ୍ପିଟାଳର ଡକ୍ଟର ମିଳନ ଶତପଥ,ଡକ୍ଟର ଦିପ୍ତିରଞ୍ଜନ ତ୍ରିପାଠୀ ଓ ଡକ୍ଟର ବ୍ରିଜେଶ ସୁଖାର୍ଜୀ ସାମିଳ ହୋଇ ରୋଗୀ ମାନଙ୍କର ଉପଯୁକ୍ତ ସାସ୍ଥ୍ୟ ପରୀକ୍ଷା କରିଥିଲେ।। ଶିବିରର ସଭାମଂଚକୁ ରୀନା ସାଇଁ ପରିଚାଳନା କରିଥିବା ବେଲେ ଧନ୍ୟବାଦ ଜ୍ଞାପଣ କରିଥିଲେ ବିଜୟଲକ୍ଷ୍ମୀ ପଟ୍ଟନାୟକା। ଶିବିରରେ ୨ଶହରୁ ଉଦ୍ଧ ରୋଗୀଙ୍କ ବିଭିନ୍ନ ପ୍ରକାରର ସାସ୍ଥା ପରୀକ୍ଷା ହୋଇଥିଲା।

ଶିବିରରେ ମୁଖ୍ୟଅତିଥି ଏବଂ ଅନ୍ୟ ଅତିଥି ଥିବା ଫୋଟୋ
A demand has been made by the Rourkela Engineers Association to develop Rourkela into “Greater Rourkela”
A demand has been made by the Rourkela Engineers Association to develop Rourkela into “Greater Rourkela” Cabinet minister juel oram with rourkela ingineer association Rourkela, 22/2:(The Future Guider)-On Sunday, the Rourkela Engineers Association met and submitted a memorandum to Union Minister and Sundargarh MP Jual Oram, Revenue Minister Suresh Pujari, Revenue Secretary Aravind Padhee, and Deputy Speaker of the Legislative Assembly Bhavani Shankar Bhoi, demanding that Rourkela be developed as “Greater Rourkela.” The memorandum highlights the following key demands: Urban Infrastructure, Tourism and Connectivity Aviation excellence: Expansion to 4C category, full operationalization of ILS/NLS systems. Establishment of an ISBT with a multi-modal skywalk and a “Transit Mall.” Construction of a 140 km outer ring road named the “Steel Corridor,” defining the rural boundary areas. Introduction of...
Comments
Post a Comment